Header Ads

ରେସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ (Distribution of Ration Card)

ମଙ୍ଗଳଯୋଡିର ଗ୍ରାମବାସୀ ମାନଙ୍କ ନିମନ୍ତେ ସୁନ୍ଦରପୁର ଗ୍ରାମପଞ୍ଚାୟତ କାର୍ଜ୍ୟାଳୟ ଠାରେ ୨୩-୧୧-୨୦୧୫ ଓ ୨୪-୧୧-୨୦୧୫ ଦୁଇଦିନ ଧରି ରେସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଗ୍ରାମର ମନୋନୀତ ଖାଉଟି ଉପଭୋକ୍ତା ମାନେ ଏହି ଦିନ ସେମାନଙ୍କର ଖାଉଟି କାର୍ଡ ପାଇ ପାରିବେ । ତାଲିକାରୁ ନିଜ ନାମ ପାଇବା ନିମନ୍ତେ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗର ଏହ ଲିଙ୍କ କୁ କ୍ଲିକ କରନ୍ତୁ ।